http://kksongs.org/image_files/image002.jpg

Krsna Kirtana Songs est. 2001                                                                                                                                                 www.kksongs.org


Home Song Lyrics H

Song Name: He Jagannatha Na Jana Ki Mohara

Official Name: None

Author: Anonymous

Book Name: None

Language: Odia

 

A

 

LYRICS:

(୧)

ହେ ଜଗନ୍ନାଥ ନ ଜାଣ କି ମୋହର ଆରତ ପଦ

ଗଜ ପୁଣି ଜେ ମ୍ରୁଗୁଣୀ, ଡାକ କର୍ନେ ଅଛ ଶୁଣି

ପ୍ରହଲାଦ ଭକ୍ତ ଜାଣି, ସ୍ତମ୍ଭୁ ଜାତ ହେଲ ପୁଣି

ଶୁଣିଅଚି ଏଡେ ପୁରୁଷୋଥ ହେ

 

(୨)

ଭାବୁକ ନିକଟେ ହରି, ସୁଗ୍ରୀବକୁ ମିତ କରି

ଉଚ-ଛିଷ୍ଟ ଦେଲା ଶବରୀ, ତାହା ଦେଲ ଗ୍ରାସ କରି

ବାହୁଥିଲ ପରା ପାର୍ଥ ରଥ ହେ

 

(୩)

ଶରଣ ଜେ ବିଭୀଷଣ, ଲଙ୍କେ କଲ ନୃପରାଣ

ସ୍ମୁଦ୍ରେ ବନ୍ଧ ବାନ୍ଧିଣ, ସନ୍ଗେ ଘେନି କପିଗଣ

କାଟି ପକାଇଲ ଦଶମାଥ ହେ

 

(୪)

ସ୍ରୀ ନୀଲକନ୍ଦରେ ରହି, ଡାକ କରନେ ଶୁଭୁନାହିଙ

ଏଡେ ନିଷ୍ଠୁର ସେ ଦେହୀ, ଦୀନ ପଦନ କହୈ

ପଦ୍ମପାଦେ ରହୁ ମୋର ମାଥ ହେ

 

UPDATED: January 29, 2017